ବାରବାଟୀ ଅଭିମୁଖେ ବାହାରିଲେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳି

ଭୁବନେଶ୍ବର: ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌ର ଖେଳାଳି ଭୁବନେଶ୍ବରରୁ ବାରବାଟୀ ଅଭିମୁଖେ ବାହାରିଛନ୍ତି। ଖେଳାଳି ଓ ଟିମର ଅନ୍ୟ କର୍ମୀମାନେ ୪ଟି ବସରେ ହେଟେଲରୁ ବାହାରିଛନ୍ତି। ଏମାନେ ସମସ୍ତେ ଜୟଦେବ ବିହାର, ବାଣୀବିହାର, ରସୁଲଗଡ଼ ଦେଇ ବାରବାଟୀ ଷ୍ଟାଡିୟମ୍‌ରେ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ପହଞ୍ଚିବେ ବୋଲି ସୂଚନା ମିଳିଛି। ଭୁବନେଶ୍ବରସ୍ଥିତ ମେ ଫେୟାର ହୋଟେଲରୁ କ୍ରିକେଟରମାନେ ସନ୍ଧ୍ୟା ୪ଟା ୫୦ରୁ ବାହାରିଥିଲେ। ଖେଳାଳିମାନେ କଡାସୁରକ୍ଷା ମଧ୍ୟରେ … Continue reading ବାରବାଟୀ ଅଭିମୁଖେ ବାହାରିଲେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳି